Skip to content
Salons10
All Odisha Dom Samaj

All Odisha Dom Samaj

Bangriposi, Odisha, Baripada Health/Beauty

Contact information, map and directions, contact form, opening hours, services, ratings, photos, videos and announcements from All Odisha Dom Samaj, Health/Beauty, Bangriposi, Odisha, Baripada.

21/09/2026

ମାଡ଼। ପ୍ରବଳ

କୁଲା ତିଆରି ର ଶେଷ କାମ। ଅନାବଶ୍ୟକ ବାହ୍ୟ ଅଂଶ ଗୁଡିକୁ ଏମିତି କାଟି ଦିଆ ଯାଏ। ଏହା ପରେ କୁଲାଟି ବ୍ୟବହାର ଉପଯୋଗୀ ହୁଏ।
ବଣକାଟି, ବାଙ୍ଗିରିପୋଷି, ଓଡିଶା

19/09/2026

ଏମିତି ଆମ ସମ୍ପ୍ରଦାୟ ଗଛ ମୂଳ ଛାଇ ଦେଖି ବାଉଁଶ କାମ କରନ୍ତି। ଖରା ହେଉ କି ବର୍ଷା, ଏମିତି ଆମ କର୍ମ। ଲିମ୍ବ ଗଛ, ପଣସ ଗଛ, ବର ଗଛ, ତେନ୍ତୁଳି ଗଛ, ଅସତ୍ଥ ଗଛ, ଆମ୍ବ ଗଛ, ଜାମୁ ଗଛ ଆଦିର ଛାଇ ଏହାର ଉପାଦେୟ। ଯେଉଁ ଗାଁରେ ଗଛ ନାହିଁ, ସେମାନେ ଦାଣ୍ଡ ପିଣ୍ଡା କୁ ବ୍ୟବହାର କରନ୍ତି। କାମ ଚାଲେ ସକାଳୁ ସନ୍ଧ୍ୟା।
ଫୋଟ : କେନ୍ଦୁଝରରୁ।

03/09/2026

ଏହାକୁ କାତି କୁହାଯାଏ, ବାଉଁଶ କାଟିବା ଚିରିବା କାମରେ ବ୍ୟବହାର କରାଯାଏ। ଏହି ଧରଣର କାତି କେବଳ ଉତ୍ତର odisha ରେ ଦେଖା ଯାଏ।

09/06/2026

କାଣ୍ଡସୋର ଠାରେ ହୋଇଥିବା 2ୟ ବର୍ଷ "ପ୍ରେରଣା" କାର୍ଯ୍ୟକ୍ରମ ର ଝଲକ।2

09/06/2026

କାଣ୍ଡସୋର ଠାରେ ହୋଇଥିବା 2ୟ ବର୍ଷ "ପ୍ରେରଣା" କାର୍ଯ୍ୟକ୍ରମ ର ଝଲକ।

23/05/2026
22/04/2026

14 April 2026

Photos from All Odisha Dom Samaj's post 07/04/2026

କଳା କୃତ୍ତି। ମୟୂରଭଞ୍ଜ

01/03/2026

ଏଇଟା ଗୋଟେ ପ୍ରକାର ମଡେଲ କାତି। ପାନ୍ଧଡା ଗ୍ରାମ ରୁ

Alerts

Be the first to know and let us send you an email when All Odisha Dom Samaj posts news and promotions. Your email address will not be used for any other purpose, and you can unsubscribe at any time.

Subscribe

We will notify you when anything happens in Baripada.