ATOZ Digital Store
Balangir 767037
Jaya Meher ( social worker)
21/11/2026
ବହୁତ ବହୁତ ଧନ୍ୟବାଦ ଏହି ଖବର ଟି ପ୍ରକାଶିତ କରିଥିବାରୁ
ଦେଖିବାକୁ ରହିଲା ପ୍ରଶାସନ ର କେବେ ଦୃଷ୍ଟି ପଡୁଛି।
20/11/2026
ଖଲିପଥର ର phc ସେଣ୍ଟର ର ଅବ୍ୟବସ୍ଥା କୁ ନେଇ ବଲାଙ୍ଗିର cdmo ଙ୍କ ପାଖେ ଦାବିପତ୍ର
ଦେଖିବାକୁ ରହିଲା କେବେ phc ସେଣ୍ଟର କୁ ଠିକ ହିସାବରେ ଚଳାଉଛନ୍ତି।
16/07/2026
ଜନସ୍ୱାର୍ଥ ପାଇଁ ମୋର ସ୍ୱର, ଜନସାଧାରଣଙ୍କ ଅଧିକାର ପାଇଁ ମୋର ପ୍ରୟାସ।
ଏଥର ପାଟଣାଗଡ଼ରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଜନଶୁଣାଣି (Grievance)ରେ ମୁଁ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଚାରୋଟି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଉପସ୍ଥାପନ କରିଥିଲି—
✅ ଯୁବା–ତେନ୍ତୁଳିମୁଣ୍ଡା ରାସ୍ତାର ତୁରନ୍ତ ମରାମତି।
✅ ଖଲିପଥର–ମୁଣ୍ଡୋଦର ରାସ୍ତାକୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରି ନୂତନ ପକ୍କା ରାସ୍ତା ନିର୍ମାଣ।
✅ ଡଙ୍ଗରତଲ ଛକରୁ ସାତଚୁଆଁ ଗାଁ ପର୍ଯ୍ୟନ୍ତ ରାସ୍ତାର ସମ୍ପୂର୍ଣ୍ଣ ମରାମତି।
✅ ଯୁବାରେ ଦୁଇ ବର୍ଷ ଧରି ଅସମ୍ପୂର୍ଣ୍ଣ ପଡ଼ିଥିବା ବସଷ୍ଟାଣ୍ଡ ନିର୍ମାଣକାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା।
ଖୁସିର କଥା, ଜିଲ୍ଲାପାଳ ମହୋଦୟ ମୋର ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଗ୍ରହଣ କରି RD ବିଭାଗକୁ ତୁରନ୍ତ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ରାସ୍ତାଗୁଡ଼ିକର ମରାମତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହା କେବଳ ମୋର ଅଭିଯୋଗର ସଫଳତା ନୁହେଁ, ବରଂ ଅଞ୍ଚଳବାସୀଙ୍କ ନ୍ୟାୟସଙ୍ଗତ ଦାବିର ଏକ ସକାରାତ୍ମକ ପଦକ୍ଷେପ। ଆଶା କରୁଛି ସମ୍ପୃକ୍ତ ବିଭାଗ ଶୀଘ୍ର କାମ ଆରମ୍ଭ କରି ସାଧାରଣ ଲୋକଙ୍କ ବହୁଦିନର ସମସ୍ୟାର ସ୍ଥାୟୀ ସମାଧାନ କରିବେ।
ଜନସେବା ହିଁ ମୋର ପ୍ରତିବଦ୍ଧତା। ଲୋକଙ୍କ ସ୍ୱାର୍ଥ ପାଇଁ ମୋର ସଂଘର୍ଷ ଆଗକୁ ମଧ୍ୟ ନିରନ୍ତର ଜାରି ରହିବ। 🙏🇮🇳
16/07/2026
🌺 ପବିତ୍ର ରଥଯାତ୍ରାର୍ ଅବସର୍ ରେ ସମବ୍ କେ ମୋର୍ ଅନ୍ତରିକ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🙏
ବିଶ୍ୱର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମା' ସୁଭଦ୍ରାଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ସଦା ବର୍ଷିତ ହେଉ।
ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଆମର୍ ସମସ୍ତଙ୍କ ଜୀବନ୍ ନେ ନୂତନ୍ ଆଶା, ନୂତନ୍ ଶକ୍ତି ଓ ନୂତନ୍ ସମ୍ଭାବନାର୍ ବାର୍ତ୍ତା ନେଇ ଆସୁ। ସବୁ ପରିବାର୍ ରେ ସୁଖ୍, ଶାନ୍ତି, ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ସୌହାର୍ଦ୍ଦର ପରିବେଶ୍ ସଦା ବିରାଜମାନ୍ ରହୁ।
ଆସୁନ୍, ଏହି ପବିତ୍ର ଅବସରରେ ଭକ୍ତି, ପ୍ରେମ, ସେବା ଓ ମାନବିକତାର ପଥରେ ଆଗେଇ ଯିବା ଏବଂ ଏକ ସୁନ୍ଦର, ସମୃଦ୍ଧ ଓ ସଦ୍ଭାବନାପୂର୍ଣ୍ଣ ସମାଜ ଗଠନର ସଂକଳ୍ପ ନେବା।
ମହାପ୍ରଭୁଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନକୁ ମଙ୍ଗଳମୟ କରୁ।
🚩 ଜୟ ଜଗନ୍ନାଥ। 🙏
Balangir 767037
Thalabandha Bolangir, Balangir 767002
Siluan Marlad Titilagarh Balangir Odisa, Balangir 767066
love you
Balangir 767001
FAT LOSS & MUSCLE BUILDING DIET PLAN
Balangir
spide-sanju
Sapneswar Baba Saradha Pali, Balangir 767061
All Video and comedy videos and Songs
Patnagarh, Balangir Odisha, Balangir
janaki thanapati this is a educational page # how to write, read English translation, maths, science
Patnaghar, Balangir 767041
#_____world Fantastic Movis Clips on page
Titilaghar Post Sirol Gp Belpadar, Balangir 8080
girl
Titilagarh, Balangir 767001
जय श्री राम जी आपके दिन शुभ हो🚩 जय हनुमान🚩 मे हनुमान भक्त हु 🙏
Balangir
abhi
Be the first to know and let us send you an email when Jay Meher official posts news and promotions. Your email address will not be used for any other purpose, and you can unsubscribe at any time.
We will notify you when anything happens in Balangir.
Save businesses and follow local categories.
Complete the verification to continue.