Ranjit Kumar Parida
Public
ଆଲୋକର ପର୍ବ ଦୀପାବଳି ସଭିଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି। ପବିତ୍ର କାଳୀପୂଜା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି।
ଶ୍ରାବଣ ଆସିଛି ଧରଣୀ ହସୁଛି
ହସୁଛି କଦମ୍ବ କଢି
ଚାଷ କ୍ଷେତ ହସେ ଚାଷୀ ଭାଇ ହାତେ
ଧରିଲେ କୋଦାଳ କୋଡ଼ି ।
22/07/2023
ଗୋଟେ ଇଛା ଏଇଆ ଥାଏ କି
ହୁଦୟର କ୍ଷତକୁ କେହି ଦେଖି ନ ଦେଉ
ଆଉ ଗୋଟେ ଇଛା ଏଇଆ ଥାଏ
କେହି ଜଣେ ଥାନ୍ତା କି,,,,
ହୁଦୟର କ୍ଷତକୁ ଦେଖବା ପାଇଁ,,,,,
ଗୋଟିଏ ଦିନ ତୁମକୁ ନିସ୍ଛୟ ଅନୁଭବ କରିବା କୁ ହେବ ଯେ
ଦୁନିଆରେ ଏମିତି ଜଣେ କିଏ,,,,
ଥିଲା ଜିଏ ତୁମକୁ ବିନା ସୁଆଥ ରେ
ଭଲ ପାଉଥିଲା,,,,,,
ଗେଟେ ନାରୀ ତା ନିଜକୁ ଯେତେ ବି ସୁନା ଅଳଙ୍କାର ରେ ସଜୟେ ଥାଉ ନା କାହେଁକି
ହେଲୋ ତା ହାତର ନାଲି ଶଙ୍ଖା ଆଉ ମଥାର ସିନ୍ଦୂର୍ ଆଗରେ ଅଳଙ୍କାର ର
ମୂଲ୍ୟ କିଛି ନୁହଁ
14/07/2023
ମୋ ମାମୁଁ ଓ ମାୟୀ
ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ
ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।
"ଜୟ ଜଗନ୍ନାଥ"
🙏🏻🌹 ଶୁଭ ସକାଳ 🌹🙏
24/06/2023
ଏସବୁ କଣ କିଏ କହିବ ମୁଁ ତାକୁ ଗୋଟେ ଦେବି
ପଇସା କେବଳ ପେଟକୁ ଦାନା ଦିଏ ଆଉ ଦେହ ଲୁଚାଇଥାଏ କିନ୍ତୁ ଶାନ୍ତି ଦେଇ ନଥାଏ...ପଇସା କେବଳ ଆଶା ପୂରଣ କରେ କିନ୍ତୁ ଅବଶୋଷ ମେଣ୍ଟେଇ ନଥାଏ...
ଏ ଦୁନିଆଁ ରେ କିଛି ଭାଙ୍ଗୁ କି ନ ଭାଙ୍ଗୁ କିନ୍ତୁ ଅହଙ୍କାରୀ ଆଉ ଗର୍ବୀ ଲୋକଙ୍କର ସେଇ ଦୁଇଟି ନିଶ୍ଚୟ ଦିନେ ନା ଦିନେ ଭାଙ୍ଗିଥାଏ...
13/06/2023
#ଶୁଭସକାଳ
ସକାଳେ ସକାଳେ ଅଙ୍ଗୁର କିଏ ଖାଇ ବ ଆସ
Alerts
Be the first to know and let us send you an email when Ranjit Kumar Parida posts news and promotions. Your email address will not be used for any other purpose, and you can unsubscribe at any time.
Subscribe
We will notify you when anything happens in Balasore.