ABVP Baripada Odisha
Contact information, map and directions, contact form, opening hours, services, ratings, photos, videos and announcements from ABVP Baripada Odisha, Health/Beauty, Baripada.
ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସାଂଗଠାନିକ ଜିଲ୍ଲା ବାରିପଦା ରେ ବିଭାଗ ଖେଳ ଭାରତ ସଂଯାଯୋକ ସନ୍ତୋଷ ଗିରି ଭାଇ ଙ୍କୁ ସ୍ଵାଗତ ସହ ବାରିପଦା କାର୍ଯ୍ୟାଳୟ ରେ ଛତ୍ରପତି ଶିବାଜୀ ମହାରାଜା ଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବିଭାଗ ଖେଳ ଭାରତ ସଂଯାଯୋକ ସନ୍ତୋଷ ଗିରି ଭାଇ, ପୂର୍ବତନ ବରମୁଣ୍ଡା ନଗର ସଂଗଠନ ମନ୍ତ୍ରୀ କ୍ଷୀରୋଦ ପଣ୍ଡା ଏବଂ ବାରିପଦା ଜିଲ୍ଲା ସଂଯୋଜକ ଶେଖର ବେହେରା ଭାଇ ଙ୍କ ଉପସ୍ଥିତ ସହ ଦିବ୍ୟଜିତ୍ ମହାନ୍ତ, ପଙ୍କଜ ସି, କୌଶିକ ନାୟକ ,ସଞ୍ଜୟ ଭାଇ ଉପସ୍ଥିତି ଥିଲେ।।
Share
Alerts
Be the first to know and let us send you an email when ABVP Baripada Odisha posts news and promotions. Your email address will not be used for any other purpose, and you can unsubscribe at any time.
Subscribe
We will notify you when anything happens in Baripada.